Advertisment

କେତେ ବଢ଼ିବ ଭତ୍ତା ? ଓଡ଼ିଶା ପ୍ରାୟ ତଳେ !

ଓଡ଼ିଶାରେ ବିଭିନ୍ନ ବର୍ଗ ପାଇଁ ଥିବା ସାମାଜିକ ସୁରକ୍ଷା ଭତ୍ତା, ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ଭତ୍ତା ପ୍ରାୟ ତଳେ ରହିଥିବାବେଳେ ଏବେ ଓଡ଼ିଶା ସରକାର ଏହାକୁ ବଢ଼ାଇବାକୁ ଯାଉଥିବା ସଙ୍କେତ ମିଳିଛି।

author-image
Manoj Swain

ଦେଶର 28ଟି ରାଜ୍ୟ ଓ 8ଟି କେନ୍ଦ୍ରଶାସିତ ଅଂଚଳ ଭିତରେ ଓଡ଼ିଶାରେ ବିଭିନ୍ନ ବର୍ଗ ପାଇଁ ଥିବା ସାମାଜିକ ସୁରକ୍ଷା ଭତ୍ତା, ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ଭତ୍ତା ପ୍ରାୟ ତଳେ ରହିଥିବାବେଳେ ଏବେ ଓଡ଼ିଶା ସରକାର ଏହାକୁ ବଢ଼ାଇବାକୁ ଯାଉଥିବା ସଙ୍କେତ ମିଳିଛି। 5ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ ରାଜ୍ୟର ବିଭିନ୍ନ ସଭାରେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବେ କହିଛନ୍ତି। ଏହା ପରେ ବିଭିନ୍ନ ମାସିକ ଭତ୍ତା କେତେ ବଢ଼ିବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Government Of Odisha Odisha