Advertisment

ସତ ଓଗାଳୁଛନ୍ତି ଲୋକେ, ପରଖୁଛନ୍ତି ରାଜ୍ୟପାଳ

ଅଙ୍ଗନବାଡି ଗୃହରେ ଗର୍ଭବତୀ ଓ ପ୍ରସୂତୀଙ୍କୁ ଭେଟି ଭଲମନ୍ଦ ବୁଝୁଛନ୍ତି ରାଜ୍ୟପାଳ ରଘୁବର ଦାସ।

author-image
Manoj Swain

କେଉଁଠି ମିଶନ ଶକ୍ତି ମହିଳାଙ୍କ ସହ ବସି ସମସ୍ୟା ବୁଝୁଛନ୍ତି ତ, କେଉଁଠି ଗାଁ ଭିତରେ ଗାଡି ଅଟକାଇ ସମସ୍ୟା ଶୁଣୁଛନ୍ତି। ସେହିଭଳି ଚାଷୀଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି। ଅଙ୍ଗନବାଡି ଗୃହରେ ଗର୍ଭବତୀ ଓ ପ୍ରସୂତୀଙ୍କୁ ଭେଟି ଭଲମନ୍ଦ ବୁଝୁଛନ୍ତି। ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ଯୋଜନାର ସତ ଦେଖାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Governor Raghubar Das