Advertisment

ସତ ଓଗାଳୁଛନ୍ତି ଲୋକେ, ପରଖୁଛନ୍ତି ରାଜ୍ୟପାଳ

ଅଙ୍ଗନବାଡି ଗୃହରେ ଗର୍ଭବତୀ ଓ ପ୍ରସୂତୀଙ୍କୁ ଭେଟି ଭଲମନ୍ଦ ବୁଝୁଛନ୍ତି ରାଜ୍ୟପାଳ ରଘୁବର ଦାସ।

Advertisment

କେଉଁଠି ମିଶନ ଶକ୍ତି ମହିଳାଙ୍କ ସହ ବସି ସମସ୍ୟା ବୁଝୁଛନ୍ତି ତ, କେଉଁଠି ଗାଁ ଭିତରେ ଗାଡି ଅଟକାଇ ସମସ୍ୟା ଶୁଣୁଛନ୍ତି। ସେହିଭଳି ଚାଷୀଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି। ଅଙ୍ଗନବାଡି ଗୃହରେ ଗର୍ଭବତୀ ଓ ପ୍ରସୂତୀଙ୍କୁ ଭେଟି ଭଲମନ୍ଦ ବୁଝୁଛନ୍ତି। ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ଯୋଜନାର ସତ ଦେଖାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Governor Raghubar Das Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe