Advertisment

ଗାଡି ଅଟକାଇ ରାଜ୍ୟପାଳ ଦେଖିଲେ ଭଙ୍ଗା ଚାଳ ଘର

ଗାଁକୁ ରାଜ୍ୟପାଳ ରଘୁବର ଦାସ ଆସୁଥିବା ବେଳେ ଗାଡ଼ି ଆଗରେ ଛିଡ଼ା ହୋଇ ଅଟକିବା ପାଇଁ ହାତ ଯୋଡ଼ି ଗୁହାରି କରିଥିଲେ। ଆଉ ନିଜ ଘର ଦେଖାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ଗାଁର ସସ୍ମିତା ତ୍ରିପାଠୀ।

Advertisment

ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ କେତେ କାହାକୁ ନେହୁରା ହେଲେ। ହେଲେ କେହି ଶୁଣିଲେନି। ସବୁଆଡୁ ନିରାଶ ହୋଇ ନିଜର ଭଙ୍ଗାଦଦରା ଝାଟି ମାଟି ଘରେ ପାଳାତିପାତ କରୁଥିଲେ। ତେବେ ଗାଁକୁ ରାଜ୍ୟପାଳ ରଘୁବର ଦାସ ଆସୁଥିବା ବେଳେ ଗାଡ଼ି ଆଗରେ ଛିଡ଼ା ହୋଇ ଅଟକିବା ପାଇଁ ହାତ ଯୋଡ଼ି ଗୁହାରି କରିଥିଲେ। ଆଉ ନିଜ ଘର ଦେଖାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ଗାଁର ସସ୍ମିତା ତ୍ରିପାଠୀ। ଦେଖନ୍ତୁ ପୂରା ଘଟଣା। 

Advertisment
Government Of Odisha Kendrapada Governor Raghubar Das Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe