Advertisment

ବାଲେଶ୍ବର ଗସ୍ତରେ ଯାଇ ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟପାଳ

ଜିଲ୍ଲାପାଳ ଓ ବିଡିଓଙ୍କୁ ତାଗିଦ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ।

author-image
Manoj Swain

ଆଜି ବାଲେଶ୍ୱର ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ଆବାସ ଯୋଜନା ନେଇ ଆସିଥିବା ଅଭିଯୋଗ ଶୁଣି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମର୍ଦ୍ଧରାଜପୁର ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ ରାଜ୍ୟପାଳ ରଘୁବର ଦାସ। ସେହି ଗାଁର ଦୃଷ୍ଟିବାଧିତ ମହିଳା ଅନ୍ନପୂର୍ଣ୍ଣା କିପରି ଆବସ ଯୋଜନାରେ ବଞ୍ଚିତ ହେଲେ ଏନେଇ ଜିଲ୍ଲାପାଳ ଓ ବିଡିଓଙ୍କୁ ତାଗିଦ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ।

Advertisment
Governor Raghubar Das Balasore Odisha