Advertisment

ବେଆଇନ ୧୯୧ ଆପାର୍ଟମେଣ୍ଟରେ ଚାଲିବ ବୁଲ୍‌ଡୋଜର

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ- BDA ଅଧୀନରେ ହୋଇଥିବା ବେଆଇନ ଆପାର୍ଟମେଣ୍ଟ ଉପରେ ଚାଲିବ ବୁଲଡୋଜର।

author-image
Manoj Swain

ରାଜଧାନୀ ଭୁବନେଶ୍ୱରରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୧୯୧ଟି ଆପାର୍ଟମେଂଟ ଓ ଘରକୁ ସମ୍ପୂର୍ଣ୍ଣ ଭୂମିସାତ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Bhubaneswar