କୋଲକାତା କାଣ୍ଡ ପରେ ଚେତିଛି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ; ଆଣିଲେ ନୂଆ ଗାଇଡଲାଇନ

ହସ୍ପିଟାଲ ଭିତରେ ଡାକ୍ତରଙ୍କ ସହ କୌଣସି ପ୍ରକାର ଦୁର୍ବ୍ୟବହାର କିମ୍ବା ଦୁର୍ଘଟଣା ରୋକିବାକୁ ନିର୍ଦ୍ଦେଶାବଳି ଆଣିଛି ସ୍ବାସ୍ଥ୍ୟ ବିଭାଗ ।

Manoj Swain
  • Published: Friday, 20 September 2024
  • Updated: 20 September 2024, 01:40 PM IST

Sports

Latest News

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ ଲାଇନ୍। ହସ୍ପିଟାଲ ଭିତରେ ଡାକ୍ତରଙ୍କ ସହ କୌଣସି ପ୍ରକାର ଦୁର୍ବ୍ୟବହାର କିମ୍ବା ଦୁର୍ଘଟଣା ରୋକିବାକୁ ନିର୍ଦ୍ଦେଶାବଳି ଆଣିଛି ସ୍ବାସ୍ଥ୍ୟ ବିଭାଗ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos