ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ ଲାଇନ୍। ହସ୍ପିଟାଲ ଭିତରେ ଡାକ୍ତରଙ୍କ ସହ କୌଣସି ପ୍ରକାର ଦୁର୍ବ୍ୟବହାର କିମ୍ବା ଦୁର୍ଘଟଣା ରୋକିବାକୁ ନିର୍ଦ୍ଦେଶାବଳି ଆଣିଛି ସ୍ବାସ୍ଥ୍ୟ ବିଭାଗ । ଦେଖନ୍ତୁ ପୂରା ରିପୋର୍ଟ।