ସରକାରୀ ଜମି: କେବଳ ଗରିବଙ୍କୁ ଉଚ୍ଛେଦ ?

କେବଳ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ କେତେ ସରକାରୀ ଜମି ଜବରଦଖଲରେ ଅଛି ଆଉ କେତେ ମାମଲା ହୋଇଛି ?

Manoj Swain
  • Published: Tuesday, 09 July 2024
  • Updated: 09 July 2024, 12:14 PM IST

Sports

Latest News

କେବଳ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ କେତେ ସରକାରୀ ଜମି ଜବରଦଖଲରେ ଅଛି ଆଉ କେତେ ମାମଲା ହୋଇଛି ? ଭୁବନେଶ୍ବରରେ 479.044 ଏକର ସରକାରୀ ଜମି ଜବରଦଖଲ ହୋଇଥିବାବେଳେ 10,663 ମାମଲା ହୋଇଛି। ସବୁଠାରୁ ଅଧିକ 148.143 ଏକର ଜମି ଜବରଦଖଲ ହୋଇଛି ଜୟଦେବ ବିହାର ମୌଜାରେ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos