ସରକାରୀ ଜମି: କେବଳ ଗରିବଙ୍କୁ ଉଚ୍ଛେଦ ? | Odisha Reporter
Advertisment
କେବଳ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ କେତେ ସରକାରୀ ଜମି ଜବରଦଖଲରେ ଅଛି ଆଉ କେତେ ମାମଲା ହୋଇଛି ? ଭୁବନେଶ୍ବରରେ 479.044 ଏକର ସରକାରୀ ଜମି ଜବରଦଖଲ ହୋଇଥିବାବେଳେ 10,663 ମାମଲା ହୋଇଛି। ସବୁଠାରୁ ଅଧିକ 148.143 ଏକର ଜମି ଜବରଦଖଲ ହୋଇଛି ଜୟଦେବ ବିହାର ମୌଜାରେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us