ଗୋଟିଏ ଦିନରେ ୨୯୫ ଓଏଏସଙ୍କ ବଦଳି: ୧୦୬  ବ୍ଲକରେ ନୂଆ ବିଡିଓ

ଉଭୟ ପଂଚାୟତିରାଜ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି ।

Loka Seva Bhavan PhotoOR

Loka Seva Bhavan

Ordigital Desk
  • Published: Tuesday, 12 September 2023
  • Updated: 12 September 2023, 09:41 PM IST

Sports

Latest News

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକକାଳୀନ ମୋଟ ୨୯୫ଜଣ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି । ଗତ ୫ବର୍ଷ ମଧ୍ୟରେ ଗୋଟିଏ ଦିନରେ ଏକକାଳୀନ ୧୦୬ଜଣ  ବିଡିଓ ଓ ୧୮୯ଜଣ ତହସିଲଦାରଙ୍କ ପ୍ରଥମଥର ପାଇଁ ବଦଳି ହୋଇଛି । ଏହି ଓଏଏସ୍ ଅଫିସରମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଏନେଇ ଉଭୟ ପଂଚାୟତିରାଜ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି ।

Also Read

ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୦୬ଟି ବ୍ଲକରେ ନୂଆ ବିଡିଓ(ବ୍ଲକ୍ ଉନ୍ନୟନ ଅଧିକାରୀ)ଙ୍କୁ ନିଯୁକ୍ତି ମିଳିଛି । ଓଏଏସ୍ ଦେବଯାନୀ ଭୂୟାଁଙ୍କୁ ବାଲେଶ୍ୱର ସଦର ବ୍ଲକ ବିଡିଓ, ତୃପ୍ତି ବରାଇ-ଉଦଳା ବିଡିଓ, ବିନୋଦ ଚନ୍ଦ୍ର ପଣ୍ଡା-ସିମୂଳିଆ, ପୃଥ୍ୱୀରାଜ ପରିଡ଼ା-ରାଜକନିକା, ଶରତ କୁମାର ସେଠୀ- ବଲାଙ୍ଗିର ସଦର, ହିମାଚଂଳ ମାଝୀ-ଧର୍ମଗଡ଼, ପୀୟୁଷ ଲୋହାର-ଉମରକୋ,ଟ, ଯୁଧିଷ୍ଠିର ମେହେର-ଲୋଇସିଂହା, ସୂରଜ କୁମାର ପଟ୍ଟନାୟକ-ବରଗଡ଼, ଆକାଶ  ରଞ୍ଜନ ସାହୁ-ଖପ୍ରାଖୋଲ, ଅକ୍ଷୟ କୁମାର ବାଗ-ଦେଓଗାଁ, ସୁରେନ୍ଦ୍ର ମେହେର-ସୋହେଲା, ରାଜେଶ କୁମାର ମେହେର-ବେଲପାହାଡ଼, ଭିକ୍ଟର ସୋରେଙ୍ଗ- ଭଟଲି, କପିଳଦେବ ସାହୁ-ଗୁଡ଼ଭେଲା, ବିନୟ କୁମାର ଭୋଇ-ସଇଁତଳା, ସୁଶାନ୍ତ କୁମାର ରଣା-ଟିଟିଲାଗଡ଼, ବିଶ୍ୱନାଥ ସାହୁ-କୋମନା, ହିତାଂଶୁ ଶେଖର ସାମଲ- ରାଜବୋଡ଼ାସମ୍ବର, ମନୋଜ କୁମାର ଦେବତା-ଜି ଉଦୟଗିରି, ସୁନାକର ବାଗ-ଆମ୍ବାଭୋନା, ପ୍ରଣବ କୁମାର ଚାନ୍ଦ-ମାନେଶ୍ୱର, ତ୍ରିପୁରା ମହାନନ୍ଦା-ଭେଡ଼େନ, ରୋହିତ ଭୋଇ-ଡୁଙ୍ଗୁରିପାଲି, ସୁଦର୍ଶନ ଗୁରୁ-ବରପାଲି, ଅସିତ୍ କୁମାର ମହାନ୍ତି-ଚାନ୍ଦବାଲି, ଜ୍ୟୋତିବିକାଶ ଦାଶ- ନୂଆଗାଁ(ସୁନ୍ଦରଗଡ଼), ସାଗରିକ ସାହୁ-ବାସୁଦେବପୁର, ସତ୍ୟଜିତ୍ ରାଉତ- ରାସଗୋବିନ୍ଦପୁର, ସାମିରେଡ୍ଡୀ ଜୟଶ୍ରୀ-କଂଟାମାଳ, ମନସ୍ୱିନୀ ଦାସ- ବାଙ୍କି, କ୍ଷୀତିଶ ବେହେରା-ଡେଲାଙ୍ଗ, ଅଂଶୁମାନ ଦାଶ- ଡ଼ମପଡ଼ା, ଜଗନ୍ନାଥ ହନୁମାନ-ବିସ୍ରା, ଅରୁଣିମା ସାହୁ-ଯୋଡ଼ା, ବିରଂଚି ନାରାୟଣ ବେହେରା-କଂଟାପଡ଼ା, ସାଗର ପାଲୋ- ଭୁବନେଶ୍ୱର, ଦୀପ୍ତିରଞ୍ଜନ ପଣ୍ଡା- ନିଶ୍ଚିତକୋଇଲି, ପବିତ୍ର କୁମାର ବେହେରା- ଗଦିଆଁ, ସ୍ମୃତି ରଞ୍ଜନ ସାହୁ-ବାରକୋଟ, ବିଜୟ କୁମାର ସଏ-ଯୁଯୁମରା, ଉଗ୍ରସେନ ଓରାମ- ରିଆମାଳ, ଦିବ୍ୟଶଙ୍କର ଜୟପୁରିଆ- ବଣାଇଗଡ଼, ଶରତ କୁମାର ପାତ୍ର-ଗୁମ୍ମା, ଅନୁପ ଅଭିଷେକ ବେହେରା-ଫିରିଙ୍ଗିଆ, ହଳଧର ଶବର- ମୋହନା, ସନ୍ତୋଷ କୁମାର ଜେନା- ବୁଗୁଡ଼ା, ବାସୁଦେବ ନାୟକ- ନୂଆଗାଁ(ନୟାଗଡ଼), ପ୍ରମୋଦ କୁମାର ନାୟକ- ଚିକିଟି, ବିଜୟ କୁମାର ପ୍ରଧାନ-ସୋରଡ଼ା, ମନୋଜ କୁମାର ନାୟକ-ପୁରୁଷୋତ୍ତମପୁର, ସୀମାଂଚଳ ମଣ୍ଡଳ-ରାଇକିଆ, ଜିତେନ୍ଦ୍ର କୁମାର ମିଶ୍ର-ସାନଖେମୁଣ୍ଡି, ଅଂଶୁମାନ ମହାପାତ୍ର-ରଙ୍ଗେଇଲୁଣ୍ଡା, ଭାରତୀ ଦେବୀ-ବେଲଗୁଣ୍ଠା, ଦୀପକ କୁମାର ସ୍ୱାଇଁ- କୁଜଙ୍ଗ, ସୌମ୍ୟଶ୍ରୀ ପାଣିଗ୍ରାହୀ-ହାଟଡିହି, ବିନିତା ବିଜୟିନୀ-ବାରିପଦା, ଆଶୁତୋଷ ମିଶ୍ର-ନାଉଗାଁ(ଜଗତସିଂହପୁର), ତପନ କୁମାର ସେନାପତି-ତିର୍ତ୍ତୋଲ, ଜଗଦୀଶ ମହାନନ୍ଦା- କିରିମିରା, ବିନୟ କୁମାର ପଟେଲ-ଲଖନପୁର, ଅକ୍ଷମିତା କାର୍ତ୍ତିକ- ଗୋଲମୁଣ୍ଡା, ପଦ୍ମନାଭ ପୁରୋହିତ- କେସିଙ୍ଗା, ଧମରାଜ ମାଝୀ-ଜଇପାଟଣା, ଶଶାଙ୍କ ପାତ୍ର-ଲାଞ୍ଜିଗଡ଼, ବନ ବିହାରୀ ହରପାଲ-ବାଲିଗୁଡ଼ା, ସ୍ନେହପ୍ରଭା ମାଝୀ- କୋକସରା, ମାନସ ରଞ୍ଜନ ସାମଲ-ଘଷିପୁରା, ଗୌରାଙ୍ଗ ଚନ୍ଦ୍ର ଘୋଷ-ଖୁଣ୍ଟା, ରବୀନ୍ଦ କୁମାର ସେଠୀ-ବାହାନଗା, ମିହିର ରଞ୍ଜନ ବେହେରା- ବାଂଶପାଳ, ରାଜା ରଣଜିତ୍ ପ୍ରତାପ ବଳ- ଚମ୍ପୁଆ, ହୃଦାନନ୍ଦ ଅଧା-ଝୁମ୍ପୁରା, ସୁଶାନ୍ତ କୁମାର ସୂତାର- କରଞ୍ଜିଆ, ମାଧବ ଚନ୍ଦ୍ର ବିରୁଆ-ସହରପଡ଼ା, ଗୌରହରି ମହାନ୍ତ-ତେଲକୋଇ, ସରୋଜ କୁମାର ରାଉତ-ପିପିଲି, ରଶ୍ମିତା ନାଥ-ଜଟଣୀ, ବିକ୍ରମ କୁମାର ଦୋରା-ବୋରିଗୁମ୍ମା, ରୀନା ପ୍ରଧାନ-କୋଲନାରା, ଗୌର ଚନ୍ଦ୍ର ପ୍ରଧାନ-ଜୟପୁର, ଟି.ପଦ୍ମନାଭ ଦୋରା-ନନ୍ଦପୁର, ଦୁର୍ଗାପ୍ରସାଦ ଦୋରା- ଲମତାପୁଟ, କାମଦେବ ସମାଦାର-ଅସ୍ତରଙ୍ଗ, ଲକ୍ଷ୍ମୀନାରାୟଣ ସାବତ-ସିମିଳିଗୁଡ଼ା, ତନ୍ମୟ ପାତ୍ର-ଚିତ୍ରକୋଣ୍ଡା, ଶିବପ୍ରସାଦ ପଟ୍ଟନାୟକ-କୋରକୁଣ୍ଡା, ସୁନୀଲ ଖୋରା-ନବରଙ୍ଗପୁର,  ଅନୁପମା ଘୋଷ- ଶୂଳିଆପଦା, ଜର୍ଜ ଡୁଙ୍ଗଡୁଙ୍ଗ-ଖଜୁରିଆପଡ଼ା, ମାନସ କୁମାର ଦଣ୍ଡପାଟ- ବାଙ୍ଗିରିପୋଷି, ନିର୍ଲିପ୍ତା ମହାନ୍ତି-ବେତନଟୀ, ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା- ରାଇରଙ୍ଗପୁର, ସାଗର ଚନ୍ଦ୍ର ମୁର୍ମୁ- ସବଡେଗା, ଦୁର୍ଯ୍ୟୋଧନ ଭୋଇ-ପାପଡ଼ାହାଣ୍ଡି, ଜିତେନ୍ଦ୍ର କୁମାର ନାୟକ-ଓଡ଼ଗାଁ, ବିପିନ ବିହାରୀ ଦୀପ-ନୂଆପଡ଼ା, ଅମୂଲ୍ୟ କୁମାର ସାହୁ-ରାୟଗଡ଼ା, ନାରାୟଣ ସାହୁ-କଣାସ, ରଞ୍ଜନ ବେହେରା-ବ୍ରହ୍ମଗିରି, ରୀନା ନାଏକ-ଜମନକିରା, ପ୍ରମୋଦ କୁମାର ମେହେର-ବିନିକା, ଯୋଗରଞ୍ଜନ ନାୟକ-ଲାଠିକଟା, ଲିପସା ରାୟ-ସତ୍ୟବାଦୀ ଓ ମୃତ୍ୟୁଞ୍ଜୟ ତ୍ରିପାଠୀ-ବାଲିପଟଣା ବ୍ଲକ୍ ବିଡିଓ ଭାବେ ବଦଳି ହୋଇଛି ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୧୮୯ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ଏହି ଅଫିସରମାନଙ୍କ ମଧ୍ୟରୁ ଅଧିକାଂଶ ବିଭିନ୍ନ ତହସିଲରେ ତହସିଲଦାର ଓ ରାଜସ୍ୱ ବିଭାଗର ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ।

ଜିଲ୍ଲାପାଳମାନେ ସ୍ଥାନୀୟସ୍ତରରେ ବ୍ୟବସ୍ଥା କରି ଏହି ବିଡିଓମାନଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story