Advertisment

‘ନାଲି ଆଖିକୁ ଡରିନୁ, ବଜ୍ର ଶପଥ କରିଛୁ’

ସବୁ ଡିଇଓ, ବିଇଓଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି।

author-image
Manoj Swain

ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାରଙ୍କ ନାଲିଆଖି। ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ। ସବୁ ଡିଇଓ, ବିଇଓଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି। ଏନେଇ ଶୁଣନ୍ତୁ ଆନ୍ଦୋଳନକାରୀ ଶିକ୍ଷକ କଣ କହୁଛନ୍ତି।

Advertisment
Odisha Teachers' Strike