ରାଜ୍ୟରେ ୩.୩୨କୋଟି ଭୋଟର: ୭.୫୪ ଲକ୍ଷ ଯୁବ ଭୋଟର, ମହିଳା ଭୋଟରଙ୍କ ଅନୁପାତ ବଢ଼ିଲା

ରାଜ୍ୟରେ ମହିଳା ଓ ପୁରୁଷ ଭୋଟରଙ୍କ ମଧ୍ୟରେ ଲିଙ୍ଗଗତ ଅନୁପାତରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ହୋଇଛି । ପ୍ରତି ଏକ ହଜାର ପୁରୁଷ ଭୋଟରଙ୍କ ମଧ୍ୟରେ ୯୭୨ଜଣ ମହିଳା ଭୋଟର ଅଛନ୍ତି ।

CEO PhotoOR

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

Ordigital Desk
  • Published: Friday, 05 January 2024
  • Updated: 05 January 2024, 06:12 PM IST

Sports

Latest News

ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ଲକ୍ଷ ୩୬ହଜାର ୩୬୦ । ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧କୋଟି ୬୮ଲକ୍ଷ ୫୦ହଜାର ୯୪୯ଜଣ ଥିବାବେଳେ ୧କୋଟି ୬୩ଲକ୍ଷ ୮୨ହଜାର ୩୧ଜଣ ମହିଳା ଭୋଟର ଅଛନ୍ତି । ଯୁବ ଭୋଟର(୧୮-୧୯ବର୍ଷର)ଙ୍କ ସଂଖ୍ୟା ୭ଲକ୍ଷ ୫୪ହଜାର ୯୪୬ । ଏହାସହିତ ରାଜ୍ୟରେ ମହିଳା ଓ ପୁରୁଷ ଭୋଟରଙ୍କ ମଧ୍ୟରେ ଲିଙ୍ଗଗତ ଅନୁପାତରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ହୋଇଛି । ପ୍ରତି ଏକ ହଜାର ପୁରୁଷ ଭୋଟରଙ୍କ ମଧ୍ୟରେ ୯୭୨ଜଣ ମହିଳା ଭୋଟର ଅଛନ୍ତି । ଯାହାକି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରତି ଏକହଜାର ପୁରୁଷରେ ୯୪୬ ଥିଲା । ୨୦୨୩ ଚିଠା ଭୋଟର ତାଲିକାରେ ୯୬୩ଥିଲା ।

ଆଜି ଏକ ସାମ୍ବାଦିକ ସମ୍ମକିଳନୀରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୪ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ରାଜ୍ୟରେ ୨୦୨୩ ଅକ୍ଟୋବର ୨୭ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା । ଏହି ଭୋଟର ତାଲିକାରେ ସଂଶୋଧନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଥିଲା । ଏବେ ସଂଶୋଧିତ ଭୋଟର ତାଲିକାରେ ଏହି ମୋଟ ଭୋଟରଙ୍କ ସଂଖ୍ୟା ୩କୋଟି ୨୬ଲକ୍ଷ ୫୫ହଜାର ୨୧୩ରୁ ବୃଦ୍ଧି ପାଇ ୩କୋଟି ୩୨ଲକ୍ଷ ୩୬ହଜାର ୩୬୦ ହୋଇଛି । ସଂଶୋଧିତ ଭୋଟର ତାଲିକାରେ ପୁରୁଷ ଭୋଟରଙ୍କ ସଂଖ୍ୟାରେ ପ୍ରାୟ ୨.୨୦ଲକ୍ଷ ବୃଦ୍ଧି ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟାରେ ପ୍ରାୟ ୩.୬୨ଲକ୍ଷ ବୃଦ୍ଧି ହୋଇଛି । ତେବେ କିନ୍ନର(ତୃତୀୟ ଲିଙ୍ଗ) ଭୋଟରଙ୍କ ସଂଖ୍ୟା ୩୪୦୬ରୁ ୩୩୮୦କୁ ହ୍ରାସ ପାଇଛି ।

ଶ୍ରୀ ଧଳ କହିଛନ୍ତି ଯେ, ୨୦୨୩ ଚିଠା ଭୋଟର ତାଲିକାରେ ଯୁବ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୮୪ହଜାର ୧୪୮ ଥିବାବେଳେ ଏବେ ଚୂଡ଼ାନ୍ତ ତାଲିକାରେ ଏହା ୭ଲକ୍ଷ ୫୪ହଜାର ୯୪୬କୁ ବୃଦ୍ଧି ପାଇଛି । ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ମଧ୍ୟ ୪.୬୫ଲକ୍ଷରୁ ୪.୫୭ଲକ୍ଷକୁ ହ୍ରାସ ପାଇଛି । ବରିଷ୍ଠ ନାଗରିକଙ୍କ ସଂଖ୍ୟା ମଧ୍ୟ ୭.୮୭ଲକ୍ଷରୁ ୬.୮୫ଲକ୍ଷକୁ ହ୍ରାସ ପାଇଛି ।

Also Read

ସେ କହିଛନ୍ତି ଯେ, ଚଳିତ ଭୋଟର ତାଲିକା ସଂଶୋଧନବେଳେ ଯୁବଭୋଟର ଓ ମହିଳା ଭୋଟର ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା ଓ ଏହା ସଫଳ ହୋଇଛି । ଚଳିତ ସଂଶୋଧନରେ ମୋଟ ୧୨ଲକ୍ଷ ୯୭ହଜାର ୯୫୪ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି ଓ ସେଥିରେ ୧୮-୧୯ବର୍ଷ ବୟସର ୪ଲକ୍ଷ ୭୬ହଜାର ୯୬୯ଜଣ ଭୋଟଙ୍କୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ମୋଟ ୭ଲକ୍ଷ ୧୬ହଜାର ୮୦୭ଜଣ ଭୋଟରଙ୍କୁ ବାଦ୍ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୩.୭୫ଲକ୍ଷ ମୃତ, ୨.୭୧ଲକ୍ଷ ସ୍ଥାୟୀ ଭାବେ ସ୍ଥାନାନ୍ତର ଓ ୬୫୮୫୮ଜଣ ଭୋଟରଙ୍କର ଏକାଧିକ ସ୍ଥାନରେ ତାଲିକାରେ ନାଁ ଥିବାରୁ ସେମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ଏହାହିତ ମୋଟ ୪ଲକ୍ଷ ୨୨ହଜାର ୬୩୮ଜଣ ଭୋଟର ତାଲିକାରେ ନିଜର ସଂଶୋଧନ କରାଇଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ୨୦୧୯ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରତି ଏକହଜାର ପୁରୁଷ ଭୋଟର ଅନୁପାତରେ ମାତ୍ର ୯୪୬ଜଣ ମହିଳା ଭୋଟର ଥିବାବେଳେ ଏହି ଅନୁପାତ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ହଜାରେ ପୁରୁଷ ଭୋଟରରେ ୨୦୨୦ରେ ୯୫୪, ୨୦୨୧ରେ ୯୫୮,୨୦୨୨ରେ ୯୬୪, ୨୦୨୩ରେ ୯୬୧ ଓ ୨୦୨୪ରେ ଏହା ୯୭୨କୁ ବୃଦ୍ଧି ପାଇଛି ।

ସେହିପରି ୨୦୨୪ ଚୂଡ଼ାନ୍ତ ଭୋଟର ତାଲିକାରେ ୧୮-୧୯ବର୍ଷ ବୟସର ଯୁବଭୋଟରଙ୍କ ସଂଖ୍ୟା ମୋଟ ୭ଲକ୍ଷ ୫୪ହଜାର ୯୪୬ ରହିଛି । ୨୦୧୯ରେ ଏହି ଯୁବ ଭୋଟରଙ୍କ ପରିମାଣ ୫.୪୫ଲକ୍ଷ ଥିବାବେଳେ ୨୦୨୦ରେ ୫.୪୨ଲକ୍ଷ, ୨୦୨୧ରେ ୪.୧୦ଲକ୍ଷ, ୨୦୨୨ରେ ୫.୨୩ଲକ୍ଷ ଓ ୨୦୨୩ରେ ୪.୪୫ଲକ୍ଷ ଥିଲା । ମାତ୍ର ୨୦୨୪ ସଂଶୋଧିତ ଭୋଟର ତାଲିକାରେ ଏହି ଯୁବ ଭୋଟର(୧୮-୧୯ବର୍ଷ ବୟସର) ସଂଖ୍ୟା ୭ଲକ୍ଷ ୫୪ହଜାର ୯୪୬ ରହିଛି ।

ଶ୍ରୀ ଧଳ କହିଛନ୍ତି ଯେ, ଏହି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲେ ମଧ୍ୟ ଯେଉଁ ଯୋଗ୍ୟ ନାଗରିକ ଚାହିଁବେ ଭୋଟର ତାଲିକାରେ ନିଜର ନାମ ଯୋଡ଼ି ପାରିବେ । ଏହା ଏକ ନିରନ୍ତର ପ୍ରକ୍ରିୟା । ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବାର ପୂର୍ବଦିନ ପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ସଂଯୋଗ କରିହେବ । ମାତ୍ର ଏହି ପ୍ରକ୍ରିୟା ୭ରୁ ୧୦ଦିନ ସମୟ ଲାଗିଥାଏ । ଯିଏବି ବାଦ୍ ପଡ଼ିଥିବେ ସେମାନେ ଚାହିଁଲେ ଭୋଟର ତାଲିକାରେ ନାମ ଯୋଡ଼ି ପାରିବେ ବୋଲି ଶ୍ରୀ ଧଳ ସ୍ପଷ୍ଟ କରିଛନ୍ତି । ଏହି ଚୂଡ଼ାନ୍ତ ଭୋଟର ତାଲିକା ସମ୍ପର୍କରେ ବିଭିନ୍ନ ରାଜନୀତିକ ଦଳର ପ୍ରତିନିଧିମାନଙ୍କୁ ଡକାଇ ଅବଗତ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story