ଭୋଟ୍ ପୂର୍ବରୁ ସରକାରଙ୍କ ଭତ୍ତା ଲଲିପପ୍ !

ଦେଶର 9ଟି ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ 2 ହଜାର କିମ୍ବା ତାଠୁ ଅଧିକ ଭତ୍ତା ମିଳୁଛି ।

Manoj Swain
  • Published: Monday, 12 February 2024
  • Updated: 12 February 2024, 01:20 PM IST

Sports

Latest News

ଦୁଇ ମାସ ପରେ ଭୋଟ୍। ଆଉ ଏତିକି ବେଳେ ମଧୁବାବୁ ପେନସନ୍ ସ୍କିମର ସହାୟତା ରାଶିରେ 5 ଶହ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ଘୋଷଣା ପରେ ଏବେ ଆମ ରାଜ୍ୟରେ ସର୍ବାଧିକ ପେନସନ୍ ରାଶି 14 ଶହ ଟଙ୍କାକୁ ବଢ଼ିଛି। ହେଲେ ଅସଲରେ ସରକାରଙ୍କ ଏ ପେନସନ୍ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଯେ କେତେ କମ୍ ଗତବର୍ଷ ଅଗଷ୍ଟ 10 ତାରିଖରେ ରାଜ୍ୟସଭାରେ ଉପସ୍ଥାପିତ ଏ ତଥ୍ୟ ତାର ଖୁଲାସା କରୁଛି। ଏବେ ଦେଶର 9ଟି ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ 2 ହଜାର କିମ୍ବା ତାଠୁ ଅଧିକ ପେନସନ୍ ମିଳୁଛି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos