ଅଦ୍ୟତନ ହୋଇଛି
ଭୋଟ୍ ପୂର୍ବରୁ ସରକାରଙ୍କ ଭତ୍ତା ଲଲିପପ୍ ! | Odisha Reporter
Advertisment
ଦୁଇ ମାସ ପରେ ଭୋଟ୍। ଆଉ ଏତିକି ବେଳେ ମଧୁବାବୁ ପେନସନ୍ ସ୍କିମର ସହାୟତା ରାଶିରେ 5 ଶହ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ଘୋଷଣା ପରେ ଏବେ ଆମ ରାଜ୍ୟରେ ସର୍ବାଧିକ ପେନସନ୍ ରାଶି 14 ଶହ ଟଙ୍କାକୁ ବଢ଼ିଛି। ହେଲେ ଅସଲରେ ସରକାରଙ୍କ ଏ ପେନସନ୍ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଯେ କେତେ କମ୍ ଗତବର୍ଷ ଅଗଷ୍ଟ 10 ତାରିଖରେ ରାଜ୍ୟସଭାରେ ଉପସ୍ଥାପିତ ଏ ତଥ୍ୟ ତାର ଖୁଲାସା କରୁଛି। ଏବେ ଦେଶର 9ଟି ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ 2 ହଜାର କିମ୍ବା ତାଠୁ ଅଧିକ ପେନସନ୍ ମିଳୁଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us