ସୁପ୍ରିମକୋର୍ଟ ଛାଟ ପରେ ଚେତିଲା ଓଡ଼ିଶା | Odisha Reporter
ସୁପ୍ରିମକୋର୍ଟ ଛାଟ ପରେ ଚେତିଲା ଓଡ଼ିଶା
ସୂଚନା ଆଇନ ଆସିବାର 18 ବର୍ଷ ପରେ ବି ରାଜ୍ୟ ସୂଚନା କମିଶନରେ ଭର୍ଚୁଆଲ ହିଅରିଂ ହୋଇପାରିଲା ନାହିଁ । କେନ୍ଦ୍ର ସହ ଅନେକ ରାଜ୍ୟ ସୂଚନା କମିଶନରେ ଚାଲିଛି ଫିଜିକାଲ ସହ ଭର୍ଚୁଆଲ ହିଅରିଂ।
ସୁପ୍ରିମକୋର୍ଟ ଛାଟ ପରେ ଚେତିଲା ଓଡ଼ିଶା | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
