ସୂଚନା ଆଇନ ଆସିବାର 18 ବର୍ଷ ପରେ ବି ରାଜ୍ୟ ସୂଚନା କମିଶନରେ ଭର୍ଚୁଆଲ ହିଅରିଂ ହୋଇପାରିଲା ନାହିଁ । କେନ୍ଦ୍ର ସହ ଅନେକ ରାଜ୍ୟ ସୂଚନା କମିଶନରେ ଚାଲିଛି ଫିଜିକାଲ ସହ ଭର୍ଚୁଆଲ ହିଅରିଂ। ଏବେ ବି ଅନଲାଇନରେ ଆବେଦନ କଲେ ରାଜ୍ୟର ଅନେକ ଜନସୂଚନା ଅଧିକାରୀ ଉତ୍ତର ଦେଉନାହାନ୍ତି।