Advertisment

ଦୁର୍ଘଟଣା ରୋକିବାକୁ ସାରା ରାଜ୍ୟରେ ଚାଲିଛି ଧରପକଡ଼

ଗତ ଦୁଇ ଦିନ ହେଲା ରାଜ୍ୟର ପ୍ରାୟ ସବୁଆଡ଼େ ଜୁଭେନାଇଲ୍‌ ଡ୍ରାଇଭ ରୋକିବା ପାଇଁ କଡ଼ା ଆକ୍ସନ ମୁଡ୍‌ରେ ପରିବହନ ବିଭାଗ।

author-image
Manoj Swain

ସମୟ ସକାଳ ସାଢେ 6ଟା। ପିଲାମାନେ ଗାଡ଼ି ଧରି ବାହାରିଥିଲେ ସ୍କୁଲ। କିନ୍ତୁ, ସ୍କୁଲ ପହଞ୍ଚିବା ପୂର୍ବରୁ ହିଁ, ବାଟରେ ଜଗି ବସିଥିଲା ପରିବହନ ବିଭାଗ। ଦେଖୁ ଦେଖୁ ମାଡ଼ି ବସୁଥିଲା, ବୟସ ପଚାରି ଚାଲାଣ କାଟୁଥିଲା। ଏ ଦୃଶ୍ୟ ରାଉରକେଲା ଜନଗହଳି ପୂର୍ଣ୍ଣ DPS ଛକର। ଯେଉଁଠି ଧଳା ପୋଷାକରେ ଗାଡ଼ି ଧରି ପୁଲିସ ପାଖରେ ଛିଡ଼ା ହୋଇଛନ୍ତି ଛାତ୍ରଛାତ୍ରୀ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar RTO