Advertisment

ଦୁର୍ଘଟଣା ରୋକିବାକୁ ସାରା ରାଜ୍ୟରେ ଚାଲିଛି ଧରପକଡ଼

ଗତ ଦୁଇ ଦିନ ହେଲା ରାଜ୍ୟର ପ୍ରାୟ ସବୁଆଡ଼େ ଜୁଭେନାଇଲ୍‌ ଡ୍ରାଇଭ ରୋକିବା ପାଇଁ କଡ଼ା ଆକ୍ସନ ମୁଡ୍‌ରେ ପରିବହନ ବିଭାଗ।

Advertisment

ସମୟ ସକାଳ ସାଢେ 6ଟା। ପିଲାମାନେ ଗାଡ଼ି ଧରି ବାହାରିଥିଲେ ସ୍କୁଲ। କିନ୍ତୁ, ସ୍କୁଲ ପହଞ୍ଚିବା ପୂର୍ବରୁ ହିଁ, ବାଟରେ ଜଗି ବସିଥିଲା ପରିବହନ ବିଭାଗ। ଦେଖୁ ଦେଖୁ ମାଡ଼ି ବସୁଥିଲା, ବୟସ ପଚାରି ଚାଲାଣ କାଟୁଥିଲା। ଏ ଦୃଶ୍ୟ ରାଉରକେଲା ଜନଗହଳି ପୂର୍ଣ୍ଣ DPS ଛକର। ଯେଉଁଠି ଧଳା ପୋଷାକରେ ଗାଡ଼ି ଧରି ପୁଲିସ ପାଖରେ ଛିଡ଼ା ହୋଇଛନ୍ତି ଛାତ୍ରଛାତ୍ରୀ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
RTO Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe