Advertisment

ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଅଫିସରେ ବାଛୁରୀ !

ସମୂହ ଛୁଟିରେ ଯାଇଛନ୍ତି ପ୍ରାଣୀଧନ ଚିକିତ୍ସକ। ସେଥିପାଇଁ ନବଜାତ ବାଛୁରୀକୁ ଧରି ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ତରୁଣ କୁମାର ସାମଲ।

Advertisment

ସମୂହ ଛୁଟିରେ ଯାଇଛନ୍ତି ପ୍ରାଣୀଧନ ଚିକିତ୍ସକ। ସେଥିପାଇଁ ନବଜାତ ବାଛୁରୀକୁ ଧରି ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ତରୁଣ କୁମାର ସାମଲ। ରୋଗୀଣା ବାଛୁରୀକୁ ଭଲ କରିଦେବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଏପରି ଖବର ଆସିଛି ଅନୁଗୋଳ ଜିଲ୍ଲାରୁ। ବଅଁରପାଳ ବ୍ଲକ୍‌ ନୂଆହତା ଗାଁର ତରୁଣ କୁମାର ସାମଲଙ୍କ ଗାଈ ୪ ଦିନ ତଳେ ଏକ ଶାବକ ଜନ୍ମ ଦେଇଥିଲା। ହେଲେ ବାଛୁରୀର ମଳଦ୍ୱାର ନଥିବା ଦେଖିବାକୁ ମିଳିଥିଲା। ଏହାପରେ ତରୁଣ ବାଛୁରୀକୁ ଧରି ଚିକିତ୍ସା ପାଇଁ ବଅଁରପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଯାଇଥିଲେ। ହେଲେ.. ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Anugul Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe