ଅନେକ ବିଶେଷଜ୍ଞଙ୍କର ମତ ଅନୁଯାୟୀ ବାୟୁର ଖରାପ ମାନ ପାଇଁ ମଣିଷ ଫୁସଫୁସ କର୍କଟ, ଷ୍ଟ୍ରୋକଠାରୁ ଆରମ୍ଭ କରି ଅନେକ ରୋଗର ଶିକାର ହେଉଛି। ଲୋକଙ୍କର ଜୀବନ ଧାରଣ ସମୟ ବା ଆୟୁଷ ପ୍ରାୟ 2ରୁ 4 ବର୍ଷ କମିଯାଉଥିବାବେଳେ ଭାରତର ଦିଲ୍ଲୀ ଭଳି ସହରରେ 10ରୁ 12 ବର୍ଷ ପର୍ଯ୍ୟନ୍ତ ଆୟୁଷ କମିଯାଉଛି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
କିଟ୍ରେ କାହିଁକି ବଢ଼ୁଛି ଆତ୍ମହତ୍ୟା ?
ଅନ୍ତର୍ଜାତୀୟ ସ୍ତରରେ କିଟ୍ ଯୋଗୁ ଓଡ଼ିଶା ବଦନାମ ମୁଣ୍ଡାଇଛି। ଏଥିରେ କିଟ କର୍ତ୍ତୃପକ୍ଷ ତାଳି ପକାଇବାକୁ ଲାଗିପଡ଼ିଛନ୍ତି।

Miscellaneous
୪୪ ଓଏଏସ୍ ଅଫିସରଙ୍କ ବଦଳି: ୨୯ ବ୍ଲକରେ ନୂଆ ବିଡ଼ିଓ
ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୩ଜଣ ଓଏଏସ୍ ଅଫିସରଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯାଇଛି ।
Miscellaneous
ଏମବିକେ,ସିଆରପି,ବ୍ୟାଙ୍କ ମିତ୍ର-ପ୍ରାଣୀମିତ୍ରଙ୍କ ପାଇଁ ‘ଲକ୍ଷପତି ଦିଦି ସହାୟିକା’ ଯୋଜନା: ବକେୟା ଦରମା ଦେବେ ସରକାର
କମ୍ୟୁନିଟି ସପୋର୍ଟ ଷ୍ଟାଫ ଭାବେ କାର୍ଯ୍ୟ କରୁଥିବା ମହିଳାମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ନାମକ ଏକ ନୂଆ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Guest Column
ସମ୍ବାଦପତ୍ର ଉପରେ ରାଜ୍ୟବାସୀଙ୍କ ଭରସା କେତେ?
‘ଇଣ୍ଡିଆ ଟୁଡେ’ ଫେବୃଆରୀ ମାସ ୨୦୨୪ ମସିହାରେ ଦେଶର ଅଧିକ ପ୍ରିୟ ମୁଖ୍ୟମନ୍ତ୍ରୀମାନଙ୍କ ତାଲିକାରେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ସ୍ଥାନରେ ରଖିଥିଲା। ଏହାର ଠିକ ପରେ ରାଜ୍ୟରେ ନିର୍ବାଚନ ହେଲା। ନବୀନ ପଟ୍ଟନାୟକ ଯେ କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀରେ ହାରିଗଲେ ଓ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଅତି କମ ବ୍ୟବଧାନରେ ଜିତିଲେ ତାହା ନୁହେଁ, ତାଙ୍କ ‘ବିଜୁ ଜନତା ଦଳ’ ମଧ୍ୟ ଉପକୂଳ ଓଡ଼ିଶାରେ ଅନେକ ସିଟ ହରାଇଲା।

Miscellaneous
ଡିଆର୍ ପଟ୍ଟନାୟକଙ୍କ ବହିରେ ପାଣ୍ଡିଆନ୍ଙ୍କ ସର୍ତ୍ତ!
ଏହି ବହିରେ ଏକଦା ଓଡ଼ିଶାର ମୋଷ୍ଟ ପାୱାରଫୁଲ ମ୍ୟାନ ଥିବା ଭି କେ ପାଣ୍ଡିଆନ୍ଙ୍କ ଉପରେ ଉଲ୍ଲେଖ ରହିଛି।