Advertisment

ଆୟୁଷ କମାଉଛି ଖରାପ ବାୟୁ !

ଅନେକ ବିଶେଷଜ୍ଞଙ୍କର ମତ ଅନୁଯାୟୀ ବାୟୁର ଖରାପ ମାନ ପାଇଁ ମଣିଷ ଫୁସଫୁସ କର୍କଟ, ଷ୍ଟ୍ରୋକଠାରୁ ଆରମ୍ଭ କରି ଅନେକ ରୋଗର ଶିକାର ହେଉଛି।

Advertisment

ଅନେକ ବିଶେଷଜ୍ଞଙ୍କର ମତ ଅନୁଯାୟୀ ବାୟୁର ଖରାପ ମାନ ପାଇଁ ମଣିଷ ଫୁସଫୁସ କର୍କଟ, ଷ୍ଟ୍ରୋକଠାରୁ ଆରମ୍ଭ କରି ଅନେକ ରୋଗର ଶିକାର ହେଉଛି। ଲୋକଙ୍କର ଜୀବନ ଧାରଣ ସମୟ ବା ଆୟୁଷ ପ୍ରାୟ 2ରୁ 4 ବର୍ଷ କମିଯାଉଥିବାବେଳେ ଭାରତର ଦିଲ୍ଲୀ ଭଳି ସହରରେ 10ରୁ 12 ବର୍ଷ ପର୍ଯ୍ୟନ୍ତ ଆୟୁଷ କମିଯାଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Air Quality Air Pollution Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe