Advertisment

ସାର୍ ବୋଲିଲେ ଗୀତ, ପଦାରେ ପଡିଲା ସତ

ଶିକ୍ଷକ ସଦାଶିବ ବେହେରା ଗୀତରେ ଗୀତରେ ସରକାର କରିଥିବା ଅଣଦେଖା ଏବଂ ଶିକ୍ଷକ ଭୋଗୁଥିବା ଯନ୍ତ୍ରଣାକୁ ଉଲ୍ଲେଖ କରିଛନ୍ତି ।

author-image
Manoj Swain

ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ । ମାଗୁଛନ୍ତି ନ୍ୟାୟ । ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ଶିକ୍ଷକ ସଂଘ ସରକାରଙ୍କ ପାଖରେ ରଖିଛନ୍ତି ନିଜର ଦାବି । ଆଉ ଏହାରି ଭିତରେ ପୁରୀ ଜିଲ୍ଲା ନିମାପଡାର ଜଣେ ଶିକ୍ଷକଙ୍କ ଗୀତ ଏବେ ଭାଇରାଲ ହେଉଛି । ଯେଉଁଥିରେ ଶିକ୍ଷକ ସଦାଶିବ ବେହେରା ଗୀତରେ ଗୀତରେ ସରକାର କରିଥିବା ଅଣଦେଖା ଏବଂ ଶିକ୍ଷକ ଭୋଗୁଥିବା ଯନ୍ତ୍ରଣାକୁ ଉଲ୍ଲେଖ କରିଛନ୍ତି ।

Advertisment
Odisha Teachers' Strike