ବ୍ୟଙ୍ଗ କବିତା ମାଧ୍ୟମରେ ନବୀନ ସରକାରଙ୍କୁ ଧୋଇଦେଲେ ଶିକ୍ଷୟତ୍ରୀ ନୀଳିମା ସାହୁ । କହିଲେ, 'ଆମ ପ୍ରେସରରେ ୨୦୨୪ ସ୍ବପ୍ନ ବିଫଳ ହେବ'