‘ହେ ମୋର ଓଡ଼ିଆ ସନ୍ତାନ, ସ୍ୱାଭିମାନୀ ହୁଅ’ | Odisha Reporter
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ସାହିତ୍ୟିକ ରମାକାନ୍ତ ମିଶ୍ର । ମୁଣ୍ଡରେ ପଗଢି ବାନ୍ଧି ଏ ଜାତି ଉଦେଶ୍ୟରେ ଓଡ଼ିଆ ଲୋକଙ୍କୁ ମନେ ପକାଇଦେବା ପାଇଁ ପୁଣି ଥରେ ମଧୁବାବୁଙ୍କ ସେହି କଳା କୋର୍ଟ ଓ ମୁଣ୍ଡରେ ପଗଢ଼ି ବାନ୍ଧି ରବୀନ୍ଦ୍ର ମଣ୍ଡପରେ ଉଦବୋଦନ ଦେଉଛନ୍ତି ଅଧ୍ୟାପକ ତଥା ସାହିତ୍ୟିକ ରମାକାନ୍ତ ମିଶ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
