‘ହେ ମୋର ଓଡ଼ିଆ ସନ୍ତାନ, ସ୍ୱାଭିମାନୀ ହୁଅ’

  • Published: Friday, 15 September 2023
  • , Updated: 15 September 2023, 05:59 PM IST

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ସାହିତ୍ୟିକ ରମାକାନ୍ତ ମିଶ୍ର । ମୁଣ୍ଡରେ ପଗଢି ବାନ୍ଧି ଏ ଜାତି ଉଦେଶ୍ୟରେ ଓଡ଼ିଆ ଲୋକଙ୍କୁ ମନେ ପକାଇଦେବା ପାଇଁ ପୁଣି ଥରେ ମଧୁବାବୁଙ୍କ ସେହି କଳା କୋର୍ଟ ଓ ମୁଣ୍ଡରେ ପଗଢ଼ି ବାନ୍ଧି ରବୀନ୍ଦ୍ର ମଣ୍ଡପରେ ଉଦବୋଦନ ଦେଉଛନ୍ତି ଅଧ୍ୟାପକ ତଥା ସାହିତ୍ୟିକ ରମାକାନ୍ତ ମିଶ୍ର। 

Related story