ଦୋଷୀ ଖସିବାରେ ଓଡ଼ିଶା 1-ନମ୍ବର | Odisha Reporter
ଓଡ଼ିଶା ପୁଲିସ୍ ଚାର୍ଜସିଟ ଦେବାରେ ପାରଙ୍ଗମ, ଦୋଷୀ ଖସିବାରେ 1 ନମ୍ବର । 28 ରାଜ୍ୟ ଭିତରେ ଅପରାଧିକ ମାମଲାରେ ଦୋଷୀ ଖସିବାରେ ଓଡ଼ିଶା 1 ନମ୍ବର ରାଜ୍ୟ । ସର୍ବଭାରତୀୟ ସ୍ତରରେ 54.2% ମାମଲାରେ ଦଣ୍ଡିତ ହେଉଛନ୍ତି ଅପରାଧୀ । ହେଲେ ଓଡ଼ିଶାରେ ଅପରାଧିକ ମାମଲାରେ ଦଣ୍ଡିତ ହେବା ହାର ମାତ୍ର 11.9% । ମୂଲ୍ୟହୀନ ହୋଇଛି ସର୍ବଭାରତୀୟ ସ୍ତରଠାରୁ ଓଡ଼ିଶା ପୁଲିସର ଅଧିକ ଚାର୍ଜସିଟ ହାର । ସର୍ବଭାରତୀୟ ସ୍ତରରେ ଚାର୍ଜସିଟ ହାର 71.3% ଥିବାବେଳେ ଓଡ଼ିଶାର ହାର 77.9% ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
