ଦୋଷୀ ଖସିବାରେ ଓଡ଼ିଶା 1-ନମ୍ବର

  • Published: Wednesday, 06 December 2023
  • , Updated: 06 December 2023, 04:28 PM IST

ଓଡ଼ିଶା ପୁଲିସ୍ ଚାର୍ଜସିଟ ଦେବାରେ ପାରଙ୍ଗମ, ଦୋଷୀ ଖସିବାରେ 1 ନମ୍ବର । 28 ରାଜ୍ୟ ଭିତରେ ଅପରାଧିକ ମାମଲାରେ ଦୋଷୀ ଖସିବାରେ ଓଡ଼ିଶା 1 ନମ୍ବର ରାଜ୍ୟ । ସର୍ବଭାରତୀୟ ସ୍ତରରେ 54.2% ମାମଲାରେ ଦଣ୍ଡିତ ହେଉଛନ୍ତି ଅପରାଧୀ । ହେଲେ ଓଡ଼ିଶାରେ ଅପରାଧିକ ମାମଲାରେ ଦଣ୍ଡିତ ହେବା ହାର ମାତ୍ର 11.9% । ମୂଲ୍ୟହୀନ ହୋଇଛି ସର୍ବଭାରତୀୟ ସ୍ତରଠାରୁ ଓଡ଼ିଶା ପୁଲିସର ଅଧିକ ଚାର୍ଜସିଟ ହାର । ସର୍ବଭାରତୀୟ ସ୍ତରରେ ଚାର୍ଜସିଟ ହାର 71.3% ଥିବାବେଳେ ଓଡ଼ିଶାର ହାର 77.9% ରହିଛି। 

Related story