Advertisment

ବେକାରୀରେ ଟପ୍ 5 ରାଜ୍ୟରେ ଓଡ଼ିଶା !

15ରୁ 29 ବର୍ଷର ଯୁବକଙ୍କ ବେକାରୀ ସମସ୍ୟା ଦେଖିଲେ ଓଡ଼ିଶା ଶୀର୍ଷ 5ଟି ରାଜ୍ୟରେ ରହିଛି।

author-image
Manoj Swain

ଓଡ଼ିଶାରେ ଯୁବକମାନଙ୍କ ବେକାରୀ ସମସ୍ୟା ଉତ୍କଟ ରହିଛି। 15ରୁ 29 ବର୍ଷର ଯୁବକଙ୍କ ବେକାରୀ ସମସ୍ୟା ଦେଖିଲେ ଓଡ଼ିଶା ଶୀର୍ଷ 5ଟି ରାଜ୍ୟରେ ରହିଛି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଜାନୁଆରୀରୁ ମାର୍ଚ୍ଚ ତ୍ରୈମାସିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Unemloyment Odisha Unemployment