ଜଣେ ବି ସାମ୍ବାଦିକଙ୍କୁ ମିଳିନି ସୁଧ ରିହାତି! | Odisha Reporter
ସାମ୍ବାଦିକଙ୍କ ପାଇଁ ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର, ହେଲେ ଜଣେ ବି କାର୍ଯ୍ୟରତ ସାମ୍ବାଦିକ ପାଇଲେନି ସୁଧ ରିହାତି ସୁବିଧା । 2018ରେ ଘୋଷଣା ହୋଇଥିଲା ଯେ, କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁଧରେ 3% ରିହାତି ମିଳିବ। 5 ବର୍ଷରେ ଗୃହ ଋଣ ପାଇଁ ମାତ୍ର 3 ଜଣ ଓ ଗାଡ଼ି ଋଣ ପାଇଁ 2 ଜଣ ଆବେଦନ କରିଥିଲେ କିନ୍ତୁ କାହାକୁ ବି ମିଳିନାହିଁ ଗୃହ କିମ୍ବା କାର ଋଣରେ ସୁଧ ରିହାତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
