Advertisment

ଜଣେ ବି ସାମ୍ବାଦିକଙ୍କୁ ମିଳିନି ସୁଧ ରିହାତି !

5 ବର୍ଷରେ ଗୃହ ଋଣ ପାଇଁ ମାତ୍ର 3 ଜଣ ଓ ଗାଡ଼ି ଋଣ ପାଇଁ 2 ଜଣ ଆବେଦନ କରିଥିଲେ କିନ୍ତୁ କାହାକୁ ବି ମିଳିନାହିଁ ଗୃହ କିମ୍ବା କାର ଋଣରେ ସୁଧ ରିହାତି।

Advertisment

ସାମ୍ବାଦିକଙ୍କ ପାଇଁ ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର, ହେଲେ ଜଣେ ବି କାର୍ଯ୍ୟରତ ସାମ୍ବାଦିକ ପାଇଲେନି ସୁଧ ରିହାତି ସୁବିଧା । 2018ରେ ଘୋଷଣା ହୋଇଥିଲା ଯେ, କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁଧରେ 3% ରିହାତି ମିଳିବ। 5 ବର୍ଷରେ ଗୃହ ଋଣ ପାଇଁ ମାତ୍ର 3 ଜଣ ଓ ଗାଡ଼ି ଋଣ ପାଇଁ 2 ଜଣ ଆବେଦନ କରିଥିଲେ କିନ୍ତୁ କାହାକୁ ବି ମିଳିନାହିଁ ଗୃହ କିମ୍ବା କାର ଋଣରେ ସୁଧ ରିହାତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Journalist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe