Advertisment

ସାଇବର କାଫେରେ OSSSC କରୁଛି ପରୀକ୍ଷା !

ସାଇବର କାଫେରେ ଚାକିରି ପାଇଁ ପରୀକ୍ଷାକୁ ନେଇ ବିବାଦ।

author-image
Manoj Swain

ସାଇବର କାଫେରେ OSSSC କରୁଛି ପରୀକ୍ଷା। ସାଇବର କାଫେରେ ଚାକିରି ପାଇଁ ପରୀକ୍ଷାକୁ ନେଇ ବିବାଦ। ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା କଂପ୍ୟୁଟର ସେଣ୍ଟରରେ ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର ଓ ଅମିନ ଭଳି ବିଭିନ୍ନ ପୋଷ୍ଟ ପାଇଁ ପରୀକ୍ଷା ଚାଲିଥିଲା। ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା।

Advertisment
Odisha Bhubaneswar