RI Amin ପରୀକ୍ଷାରେ ତ୍ରୁଟି, ସମୟ ଅନୁସାରେ ହେଉନି ପରୀକ୍ଷା | Odisha Reporter
Advertisment
ସାଇବର କାଫେରେ OSSSC କରୁଛି ପରୀକ୍ଷା। ସାଇବର କାଫେରେ ଚାକିରି ପାଇଁ ପରୀକ୍ଷାକୁ ନେଇ ବିବାଦ। ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା କଂପ୍ୟୁଟର ସେଣ୍ଟରରେ ଆର୍ଆଇ, ଏଆର୍ଆଇ, ଆଇସିଡିଏସ୍ ସୁପର ଭାଇଜର ଓ ଅମିନ ଭଳି ବିଭିନ୍ନ ପୋଷ୍ଟ ପାଇଁ ପରୀକ୍ଷା ଚାଲିଥିଲା। ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us