Advertisment

କାର୍ତ୍ତିକ ପୂର୍ବରୁ ଆମିଷ ମାଡ଼

ଦିନକ ପରେ ଆରମ୍ଭ ହେବ ଧର୍ମମାସ କାର୍ତ୍ତିକ । ତା ପୂର୍ବରୁ ଆଜି ଭଲ ବାର ଥିବାରୁ ଆମିଷ ମାର୍କେଟରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି।

Advertisment

ଦିନକ ପରେ ଆରମ୍ଭ ହେବ ଧର୍ମମାସ କାର୍ତ୍ତିକ । ତା ପୂର୍ବରୁ ଆଜି ଭଲ ବାର ଥିବାରୁ ଆମିଷ ମାର୍କେଟରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି। ଆଜି ମାଛ ମାଂସ ଦର ମଧ୍ୟ ସାମାନ୍ୟ ଉଚ୍ଚା ରହିଥିଲେ ମଧ୍ୟ ଲୋକଙ୍କ ଗହଳି ରହିଛି ।

Advertisment
Odisha Bhubaneswar Fish
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe