Amit Shah and Raghubar Das
Advertisment
/odisha-reporter/media/post_attachments/uploadimage/library/16_9/16_9_0/IMAGE_1710160923.jpg)
1/6
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ।
/odisha-reporter/media/post_attachments/uploadimage/library/16_9/16_9_0/Sarapancha_1710161245.jpg)
2/6
ଗ୍ରାମପଞ୍ଚାୟତକୁ କ୍ଷମତା, ପୂର୍ଣ୍ଣ ଅନୁଦାନ, ଦରମା ବୃଦ୍ଧି, ଅବସରକାଳୀନ ମାସିକ ଭତ୍ତା ୫ ହଜାର ଟଙ୍କା ଭଳି ବିଭିନ୍ନ ଦାବି ନେଇ ଆଜି ନବୀନ ନିବାସ ଘେରାଉ କରିବାକୁ ଗଲା ବେଳେ ଶିଶୁ ଭବନ ଛକରେ ସରପଞ୍ଚ ମହସଂଘର ସଦସ୍ୟଙ୍କୁ ଅଟକାଇଥିଲା ପୁଲିସ୍।
/odisha-reporter/media/post_attachments/uploadimage/library/16_9/16_9_0/Flyover_1710161335.jpg)
3/6
ଯୋଡ଼ା ସହରରେ ନିର୍ମିତ ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଆଜି ଲୋକାର୍ପିତ ହୋଇଛି। ତିନି ଲେନ୍ ବିଶିଷ୍ଟ ଏହି ଫ୍ଲାଏଓଭରର ଲମ୍ବ ୨.୯୮ କି.ମି. ଏବଂ ଓସାର ସାଢ଼େ ପାଞ୍ଚ (୫.୫) ମିଟର।
/odisha-reporter/media/post_attachments/uploadimage/library/16_9/16_9_0/Substation_1710161498.jpg)
4/6
ଓପିଟିସିଏଲର ଜଳେଶ୍ୱର ବିଦ୍ୟୁତ ଗ୍ରୀଡ ସବ୍ଷ୍ଟେସନ ଭିତରେ ଥିବା ଏକ 12.5 ଏମଭିଏ ଟ୍ରାନ୍ସଫରମରରେ ଆଜି ସକାଳ ନିଆଁ ଲାଗି ଯାଇଥିଲା।
/odisha-reporter/media/post_attachments/uploadimage/library/16_9/16_9_0/Potest_1710161647.jpg)
5/6
କନ୍ଧମାଳ ଜିଲ୍ଲା ଗୁମାଗଡ଼ ପଞ୍ଚାୟତ ସଦନମେଣ୍ଡି ୱାର୍ଡରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଆଜି ଲୋକେ ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ।
/odisha-reporter/media/post_attachments/uploadimage/library/16_9/16_9_0/C._Naidu__1710162048.jpeg)
6/6
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us