Advertisment

୧୦ ଟଙ୍କାରେ ପାଇଲସ୍ ଭଲ ହୋଇଯିବ!

ବଡ଼ମ୍ବାରୁ ଆସିଥିବା ସତିଆ ମଉସା କଟକ ବାଲିଯାତ୍ରାରେ ବିକ୍ରି କରୁଛନ୍ତି ଏହି କାଠି।

Advertisment

ଏଇ କାଠିରେ ପାଇଲ୍ସ ଭଲ ହୋଇଯିବ । ଚନ୍ଦନ ପରି ଘୋରି ଲଗାଇଦେଲେ ମଳକଣ୍ଟକ, ଅର୍ଶ ସାବାଡ଼ ହୋଇଯିବ। ବଡ଼ମ୍ବାରୁ ଆସିଥିବା ସତିଆ ମଉସା କହିଲେ ଏ କାଠ କରିପାରେ କମାଲ। ବ୍ରଣ, ଅର୍ଦ୍ଧକପାଳି ବି ଏଥିରେ ଭଲ ହୋଇଯାଏ। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe