ମହିଳାଙ୍କୁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କିଏ ଏହି ମହିଳା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଭାମଞ୍ଚରେ ଜଣେ ମହିଳାଙ୍କୁ ଆଣ୍ଠୁ ମାଡି ମୁଣ୍ଡିଆ ମାରିଥିଲେ।

Manoj Swain
  • Published: Thursday, 30 May 2024
  • Updated: 30 May 2024, 04:44 PM IST

Sports

Latest News

ଗତକାଲି କେନ୍ଦ୍ରାପଡ଼ା ସମାବେଶ କାର୍ଯ୍ୟକ୍ରମରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଭାମଞ୍ଚରେ ଜଣେ ମହିଳାଙ୍କୁ ଆଣ୍ଠୁ ମାଡି ମୁଣ୍ଡିଆ ମାରିଥିଲେ। କେନ୍ଦ୍ରାପଡ଼ାର ଏହି ମହିଳା ଜଣଙ୍କ ହେଲେ କମଳା ମହାରଣା । ସେ ଚଳିତବର୍ଷ ରକ୍ଷାବନ୍ଧନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାକ୍ଷୀ ପଠାଇ ଚର୍ଚ୍ଚାକୁ ଆସିଥିଲେ। ସେହିଭଳି କମଳା ମହାରଣା ଅନାବନା ପ୍ଲାଷ୍ଟିକରୁ ଗାଲିଚା ସମେତ ଘରକରଣା ଜିନିଷ ତିଆରି କରି ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମରେ ମଧ୍ୟ ସ୍ଥାନ ପାଇଥିଲେ । ତେବେ ଏହାକୁ ନେଇ କମଳା ମହାରଣା କଣ କହିଛନ୍ତି ଶୁଣନ୍ତୁ। 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos