\'ଏତେବଡ଼ ଲୋକ ମୋ ପାଦ ଛୁଇଁଦେଲେ | PM Modi touches feet of elderly woman in Kendrapara | Odisha Reporter
ଗତକାଲି କେନ୍ଦ୍ରାପଡ଼ା ସମାବେଶ କାର୍ଯ୍ୟକ୍ରମରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଭାମଞ୍ଚରେ ଜଣେ ମହିଳାଙ୍କୁ ଆଣ୍ଠୁ ମାଡି ମୁଣ୍ଡିଆ ମାରିଥିଲେ। କେନ୍ଦ୍ରାପଡ଼ାର ଏହି ମହିଳା ଜଣଙ୍କ ହେଲେ କମଳା ମହାରଣା । ସେ ଚଳିତବର୍ଷ ରକ୍ଷାବନ୍ଧନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାକ୍ଷୀ ପଠାଇ ଚର୍ଚ୍ଚାକୁ ଆସିଥିଲେ। ସେହିଭଳି କମଳା ମହାରଣା ଅନାବନା ପ୍ଲାଷ୍ଟିକରୁ ଗାଲିଚା ସମେତ ଘରକରଣା ଜିନିଷ ତିଆରି କରି ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' କାର୍ଯ୍ୟକ୍ରମରେ ମଧ୍ୟ ସ୍ଥାନ ପାଇଥିଲେ । ତେବେ ଏହାକୁ ନେଇ କମଳା ମହାରଣା କଣ କହିଛନ୍ତି ଶୁଣନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us