Advertisment

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ମାଟିରେ ନିଆରା ଢଙ୍ଗରେ ନିଜ ଜନ୍ମଦିନକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

author-image
Manoj Swain

ଭୁବନେଶ୍ୱର ସ୍ଥିତ ଗାଡ଼କଣ ଗାଁରେ ପ୍ରଧାନମନ୍ତ୍ରୀ ମୋଦି ରହିଲେ ୩୦ ମିନିଟ୍। ଗ୍ରାମବାସୀଙ୍କ ସହ ଆଲୋଚନା କଲେ, ଆବାସ ଯୋଜନାରେ ଗୃହ ପ୍ରବେଶ କରାଇଲେ ଆଉ ଶେଷରେ କ୍ଷୀରି ଖାଇ ଜନ୍ମଦିନ ପାଳିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha PM Modi Subhadra Yojana