ପୋଲିସ ବାବୁଆଣିଙ୍କ ନାଁରେ ପୋଲିସ ବାବୁଙ୍କ FIR | Odisha Reporter
ପୂର୍ବତନ ଥାନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ବର୍ତ୍ତମାନର ଥାନା ଅଧିକାରୀ । ସମ୍ବଲପୁର ସହରର ଧନୁପାଲି ଥାନାରେ ରୁଜୁ ହେଇଛି ଏହି ମାମଲା । ବର୍ତ୍ତମାନର ଧନୁପାଲି ଥାନା ଅଧିକାରୀ ରଞ୍ଜନ ବିଶ୍ଵାଳ, ପୂର୍ବତନ ଥାନା ଅଧିକାରୀ ଅନିତା ପ୍ରଧାନଙ୍କ ବିରୋଧରେ ଗତ ୬ ତାରିଖରେ ମାମଲା ରୁଜୁ କରିଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
