Advertisment

ପୂର୍ବତନ ଥାନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲେ ନୂଆ ଥାନା ଅଧିକାରୀ

ପୂର୍ବତନ ଥାନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ବର୍ତ୍ତମାନର ଥାନା ଅଧିକାରୀ ।

ଅଦ୍ୟତନ ହୋଇଛି
Advertisment

ପୂର୍ବତନ ଥାନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ବର୍ତ୍ତମାନର ଥାନା ଅଧିକାରୀ । ସମ୍ବଲପୁର ସହରର ଧନୁପାଲି ଥାନାରେ ରୁଜୁ ହେଇଛି ଏହି ମାମଲା । ବର୍ତ୍ତମାନର ଧନୁପାଲି ଥାନା ଅଧିକାରୀ ରଞ୍ଜନ ବିଶ୍ଵାଳ, ପୂର୍ବତନ ଥାନା ଅଧିକାରୀ ଅନିତା ପ୍ରଧାନଙ୍କ ବିରୋଧରେ ଗତ ୬ ତାରିଖରେ ମାମଲା ରୁଜୁ କରିଥିଲେ ।

Advertisment
Odisha Police Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe