Advertisment

ଥାନାରେ ଲାଗିଛି ସିସିଟିଭି, ରେକର୍ଡ ହେଉନି ଭିଡିଓ !

ଭୁବନେଶ୍ବରରେ ୨୦୧୫ରେ ୨୮ଟି ସ୍ଥାନରେ ଲାଗିଥିଲା ୧୧୨ଟି ସିସିଟିଭି।

author-image
Manoj Swain

ଭୁବନେଶ୍ବରରେ ୨୦୧୫ରେ ୨୮ଟି ସ୍ଥାନରେ ଲାଗିଥିଲା ୧୧୨ଟି ସିସିଟିଭି। ସେତେବେଳେ ପୁଲିସ୍ କମିଶନର ଥିଲେ ଆର ପି ଶର୍ମା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ପୁଲିସ୍ ହାଉସିଂବୋର୍ଡ ଲଗାଇଥିଲା ଏ ସବୁ ସିସିଟିଭି। ଏଥିପାଇଁ ଖର୍ଚ୍ଚ ହୋଇଥିଲା କୋଟି ୦୬ ଲକ୍ଷ ଟଙ୍କା। ସିଏଜି ଅଡିଟ କଲେ ଆଉ ଦେଖିଲେ ଏଥିରୁ ୧୧୬ ଟି ବ୍ୟାକ୍ଅପ୍ ବ୍ୟାଟେରୀ ଚୋରି ହୋଇଯାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha