ଭୁବନେଶ୍ବରରେ ୨୦୧୫ରେ ୨୮ଟି ସ୍ଥାନରେ ଲାଗିଥିଲା ୧୧୨ଟି ସିସିଟିଭି। ସେତେବେଳେ ପୁଲିସ୍ କମିଶନର ଥିଲେ ଆର ପି ଶର୍ମା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ପୁଲିସ୍ ହାଉସିଂବୋର୍ଡ ଲଗାଇଥିଲା ଏ ସବୁ ସିସିଟିଭି। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୭ କୋଟି ୦୬ ଲକ୍ଷ ଟଙ୍କା। ସିଏଜି ଅଡିଟ କଲେ ଆଉ ଦେଖିଲେ ଏଥିରୁ ୧୧୬ ଟି ବ୍ୟାକ୍ଅପ୍ ବ୍ୟାଟେରୀ ଚୋରି ହୋଇଯାଇଛି। ଦେଖନ୍ତୁ ପୂରା ରିପୋର୍ଟ।