ଆଳୁ ମିଶନରେ 2015 ରୁ 2018 ମଧ୍ୟରେ 112ଟି ନୂତନ ଶୀତଳ ଭଣ୍ଡାର କରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଯେଉଁଥିରେ 7 ଲକ୍ଷ 5 ହଜାର ମେଟ୍ରିକ୍ ଟନ୍ ଆଳୁ ସଂରକ୍ଷିତ ହୋଇ ପାରିଥାନ୍ତା। କିନ୍ତୁ ନିର୍ମାଣ ହେଲା ମାତ୍ର 24 ଟି । ଦେଖନ୍ତୁ ପୂରା ରିପୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଲୋକଙ୍କ ନିକଟତର ହେବାକୁ ବିଜେପିର କସରତ୍: ସବୁ ପଂଚାୟତରେ ଆଜିଠୁ ‘ସୁଭଦ୍ରା ସ୍ୱାଗତ ସପ୍ତାହ’
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୭ତାରିଖରେ ‘ସୁଭଦ୍ରା’ ଯୋଜନାର ଆନୁଷ୍ଠାନିକ ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାର କାର୍ଯ୍ୟକ୍ରମ ରହିଛି ।
Miscellaneous
ବର୍ଷା ବିତ୍ପାତ: ଘରଭଙ୍ଗା ସହାୟତା ତୁରନ୍ତ ଦିଅ, ସପ୍ତାହକ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରିସ୍ଥିତିର ସମୀକ୍ଷା କରିବା ସହ ଜଣେ ବି ପ୍ରଭାବିତ ବ୍ୟକ୍ତି ଯେଭଳି ସରକାରୀ ସହାୟତାରୁ ବଂଚିତ ନହେବେ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
Miscellaneous
କଡେଇରେ ରନ୍ଧାଯାଉଛି ମହାପ୍ରସାଦ; ସେବାୟତ କହିଲେ- ପରମ୍ପରା ବିରୋଧୀ
ଶ୍ରୀମନ୍ଦିରରେ କୁଡୁଆରେ ରନ୍ଧାଯାଏ ଓ ଗର୍ଭଗୃହରେ କୁଡୁଆରେ ମହାପ୍ରସାଦ ଅର୍ପଣ କରାଯାଇଥାଏ। କିନ୍ତୁ ଏବେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ସୁଆର ଓ ମହାସୁଆର ସେବକମାନେ ଲୁହା କଡେଇରେ ରାନ୍ଧୁଛନ୍ତି। ଯାହାକି ପରମ୍ପରା ବିରୋଧୀ।
Miscellaneous
ପୁରୀ ବେଳାଭୂମିରେ ମଦ କୁଡ଼ିଆ ନିଷ୍ପତ୍ତିକୁ ବିରୋଧ
ବେଳାଭୂମିରେ ଖୋଲାରେ ଛୋଟ ଦୋକାନ କରି ମଦ ବିକ୍ରି ହେବ । ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ମାଧ୍ୟମରେ ମଦ କୁଟୀର ବସାଇବାକୁ ଯୋଜନା କରିଛନ୍ତି ସରକାର ।
Miscellaneous
ବ୍ୟାପୁଛି ଅଜଣା ରୋଗ; ଜ୍ୱର ହେଉଛି, ହାତ ଓ ଗୋଡ ଫୁଲି ଯାଉଛି
ମୋହନା ବ୍ଲକ୍ ବିରିକୋଟ ଗାଁରେ ବ୍ୟାପୁଛି ଅଜଣା ରୋଗ। ଏହି ଗାଁର ୯ ଓ ୧୦ ନମ୍ୱର ୱାର୍ଡର ୪୦ରୁ ଅଧିକ ଲୋକ ସପ୍ତାହେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ଜ୍ଵର ହେଉଛି। ପରେ ଆଣ୍ଠୁ ଗଣ୍ଠି ବଥା ହୋଇ ହାତ ଓ ଗୋଡ ଫୁଲି ଯାଉଛି।