Advertisment

ଆଳୁ ମିଶନ କାହିଁକି ଫେଲ ମାରିଲା ?

ଆଳୁ ମିଶନରେ 2015 ରୁ 2018 ମଧ୍ୟରେ 112ଟି ନୂତନ ଶୀତଳ ଭଣ୍ଡାର କରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର।

author-image
Manoj Swain

ଆଳୁ ମିଶନରେ 2015 ରୁ 2018 ମଧ୍ୟରେ 112ଟି ନୂତନ ଶୀତଳ ଭଣ୍ଡାର କରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଯେଉଁଥିରେ 7 ଲକ୍ଷ 5 ହଜାର ମେଟ୍ରିକ୍ ଟନ୍ ଆଳୁ ସଂରକ୍ଷିତ ହୋଇ ପାରିଥାନ୍ତା। କିନ୍ତୁ ନିର୍ମାଣ ହେଲା ମାତ୍ର 24 ଟି । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Potato