ନବୀନଙ୍କ ଆଳୁ ମିଶନ କମାଇଦେଲା ଆଳୁ ଉତ୍ପାଦନ || Potato Price Rises in Odisha || Koraput Farmer || OR
ପଶ୍ଚିମବଙ୍ଗ ସରକାରଙ୍କୁ ପାନେ ଦେବା ପାଇଁ ୨୦୧୫ ମସିହାରେ ଓଡ଼ିଶା ସରକାର ଗଢ଼ିଥିଲେ ‘ଆଳୁ ମିଶନ୍’। ଓଡ଼ିଶାରେ ଆଳୁ ଉତ୍ପାଦନ ବୃଦ୍ଧି ଓ ପଶ୍ଚିମବଙ୍ଗ ଉପରେ ନିର୍ଭତା କମ୍ କରିବା ପାଇଁ ବିଜେଡି ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିପାଇଁ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ସେହି ଅର୍ଥରେ କୃଷି ମନ୍ତ୍ରୀ ଓ କିଛି ଅଧିକାରୀ ଦକ୍ଷିଣ ଆମେରିକାରର ‘ପେରୁ’ରେ ଥିବା ୱାର୍ଲଡ୍ ପଟାଟୋ ସେଣ୍ଟର ବୁଲି ଆସିଥିଲେ। ତଥାପି ଓଡ଼ିଶାରେ ଫେଲ୍ ମାରିଲା ଆଳୁ ମିଶନ୍। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
