Advertisment

ଓଡ଼ିଶାରେ କାହିଁକି ଫେଲ୍‌ ମାରିଲା ଆଳୁ ମିଶନ୍‌ ?

ଓଡ଼ିଶାରେ ଆଳୁ ଉତ୍ପାଦନ ବୃଦ୍ଧି ଓ ପଶ୍ଚିମବଙ୍ଗ ଉପରେ ନିର୍ଭତା କମ୍‌ କରିବା ପାଇଁ ବିଜେଡି ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିପାଇଁ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ।

Advertisment

ପଶ୍ଚିମବଙ୍ଗ ସରକାରଙ୍କୁ ପାନେ ଦେବା ପାଇଁ ୨୦୧୫ ମସିହାରେ ଓଡ଼ିଶା ସରକାର ଗଢ଼ିଥିଲେ ‘ଆଳୁ ମିଶନ୍‌’। ଓଡ଼ିଶାରେ ଆଳୁ ଉତ୍ପାଦନ ବୃଦ୍ଧି ଓ ପଶ୍ଚିମବଙ୍ଗ ଉପରେ ନିର୍ଭତା କମ୍‌ କରିବା ପାଇଁ ବିଜେଡି ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିପାଇଁ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ସେହି ଅର୍ଥରେ କୃଷି ମନ୍ତ୍ରୀ ଓ କିଛି ଅଧିକାରୀ ଦକ୍ଷିଣ ଆମେରିକାରର ‘ପେରୁ’ରେ ଥିବା ୱାର୍ଲଡ୍‌ ପଟାଟୋ ସେଣ୍ଟର ବୁଲି ଆସିଥିଲେ। ତଥାପି ଓଡ଼ିଶାରେ ଫେଲ୍‌ ମାରିଲା ଆଳୁ ମିଶନ୍‌। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Price Hike Potato
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe