ଆସୁଛନ୍ତି ମୋଦି, କେତେ ପ୍ରସ୍ତୁତ ପୋଲିସ ? | Odisha Reporter
ଦିନକ ପରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାଜପୁର ଚଣ୍ଡିଖୋଲ ସମାବେଶରେ ଯୋଗଦେବେ ମୋଦି । ତେବେ ମୋଦିଙ୍କ ଗସ୍ତକୁ ନେଇ କେତେ ପ୍ରସ୍ତୁତ ରାଜ୍ୟ ପୁଲିସ ? ସୁରକ୍ଷାକୁ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
