Advertisment

ବିଡିଓଙ୍କ ଦୁଆରେ ମୁଣ୍ଡ ପିଟିଲେ ଲୋକେ

ପାଞ୍ଚଶହ ଟଙ୍କା ପାଇଁ ହିତାଧିକାରୀଙ୍କୁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

author-image
Manoj Swain

ଗୁହାରି ଜଣାଇବା ପାଇଁ ଶହଶହ ହିତାଧିକାରୀ ମେଳି ବାନ୍ଧି ବିଡିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିବା ପରେ ଆରମ୍ଭ ହୋଇଗଲା ହୋ ହଲ୍ଲା। ପାଞ୍ଚଶହ ଟଙ୍କା ପାଇଁ ହିତାଧିକାରୀଙ୍କୁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। 

Advertisment
Odisha