ଆକ୍ସନ ମୁଡ୍ ରେ ରାଜସ୍ୱ ବିଭାଗ.. | Odisha Reporter
ଆକ୍ସନ ମୁଡ୍ରେ ରାଜସ୍ୱ ବିଭାଗ। ଡ୍ୟୁଟିରେ ଅବହେଳା କଲେ ଆଉ ତ୍ରାହି ନାହିଁ। ତହସିଲଦାର, ଆରଆଇ, ଅମିନଙ୍କୁ ରାଜସ୍ୱ ବିଭାଗର ତାଗିଦ। ଲୋକଙ୍କ କାମ ନକଲେ ଆକ୍ସନ। ୧୫ ଦିନ ଭିତରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ସମସ୍ତ ଜିଲ୍ଲାପାଳଙ୍କ ଚିଠି ଲେଖି ଅବଗତ କଲା ବିଭାଗ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
