ଶ୍ରୀମନ୍ଦିରରେ ବ୍ୟବହୃତ ଘିଅ ଠିକ ତ ? | Odisha Reporter
ତିରୁପତି ବିବାଦ ପରେ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଥିବା ଘିଅକୁ ନେଇ ପ୍ରଶ୍ନ । ଶ୍ରୀମନ୍ଦିରକୁ ତିରୁପତି ମନ୍ଦିର ଭୟ, ଲଡୁ ଓ ମହାପ୍ରସାଦରେ ବ୍ୟବହୃତ ଘିଅ କେତେ ଶୁଦ୍ଧ ? ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ କରାଯିବ । ଦୀପ ଜାଳିବା ଲାଗି ବ୍ୟବହୃତ ଘିଅର ବି ମାନ ଯାଞ୍ଚ ହେବ, ତିରୁପତି ଭଳି ଯେପରି ସ୍ଥିତି ନଉପୁଜେ ସେଥିପାଇଁ ଆଗୁଆ ସତର୍କ ହେଲା ପ୍ରଶାସନ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
